ପ୍ରଦୀପ ମହାରଥୀଙ୍କ ସ୍ମୃତିରେ ବିଧାୟକଙ୍କ ରକ୍ତଦାନ

ପୂର୍ବତନ ମନ୍ତ୍ରୀ ତଥା ପିପିଲିର ୭ ଥର ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଆଜି ୬୭ ଜନ୍ମ ବାର୍ଷିକ ଅବସରରେ ପିପିଲିଠାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଯାୟୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l

ଏଥିରେ ସ୍ଥାନୀୟ ବିଧାୟକ ରୁଦ୍ର ମହାରଥୀ ବାପାଙ୍କ ସ୍ମୃତିରେ ରକ୍ତଦାନ କରିଥିଲେ l ପାଖରେ ତାଙ୍କ ମା, ପତ୍ନୀ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version