ଭଦ୍ରକ ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ରଇଁତିରା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ଦଉଡି ଲଗାଇ ଆତ୍ମହତ୍ୟା କରିବା ପରେ ସ୍ୱାମୀ କରେଣ୍ଟ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି l
ସ୍ୱାମୀଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l
Credible Local News of Odisha