ପତ୍ନୀକୁ ହତ୍ୟା ପରେ ସ୍ୱାମୀର ଆତ୍ମସମର୍ପଣ

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗଡ଼ ଗ୍ରାମରେ କୌଣସି କାରଣରୁ ସ୍ୱାମୀ ପତ୍ନୀକୁ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version