ଦୁଇ ଗାଁ ମଧ୍ୟରେ ସଂଘର୍ଷ, ପୁଲିସ ଏସ୍ଆଇଙ୍କୁ ଆକ୍ରମଣ

କଟକ ଜିଲ୍ଲାର ଗୟଳବାଙ୍କ-ଭଗିପୁର ଗାଁ ମଧ୍ୟରେ ସଂଘର୍ଷରୁ ବାଙ୍କୀ ଥାନା ଏସ୍ଆଇ ସମେତ ଏକାଧିକ ଆହତ ହୋଇଛନ୍ତି।

ଗତକାଲି ଗୟଳବାଙ୍କରେ ପଞ୍ଚୁଦୋଳ ପାଳନ ବେଳେ ସଂଘର୍ଷ ହୋଇଥିଲା।ବୁଝାସୁଝା ପରେ ଉତ୍ତେଜନା ଥମିଥିଲା। ଆଜି ପୁଣି ପରସ୍ପରକୁ ଆକ୍ରମଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version