ଡି.ଆର.ଡି.ଏ ପ୍ରିଣ୍ଟିଂ ଉପକରଣ ଯୋଗାଣକୁ ନେଇ ଟେଣ୍ତର ବିଜ୍ଞପ୍ତି

ଅନୁଗୁଳ ଜିଲ୍ଲା ଡି.ଆର.ଡି.ଏ କାର୍ଯ୍ଯାଳୟ ତରଫରୁ ଏସ.ଏଚ.ଜି,ସି.ଏଲ.ଏଫ ଓ ଜି.ପି.ଏଲ.ଏଫ ପାଇଁ ପ୍ରିଣ୍ଟିଂ ଉପକରଣ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୧୬ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version