ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ସ୍ଥିତ ଗନ୍ଧରାଢି ମନ୍ଦିର ପରିସରରେ ଆଜି ଗନ୍ଧରାଢୀ ମହୋତ୍ସବ ୨୦୨୨ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅଞ୍ଚଳର ବୃଦ୍ଧିଜିବୀଙ୍କ ସହ ଜନସାଧାରଣ ଉପସ୍ଥିତ ଥିଲେ।
Credible Local News of Odisha