ବୌଦ୍ଧ ଜିଲ୍ଲା ବଡକୁସଙ୍କ ଛକ ନିକଟରୁ ଗତକାଲି ଜିଲ୍ଲା ଅବକାରୀ ବିଭାଗ ଭଦ୍ରକ ଜିଲ୍ଲା ତିହିଡି ଥାନ ଅନ୍ତର୍ଗତ କାଣ୍ଡପୁର ଗ୍ରାମର ଜଗନ୍ନାଥ ରାଉତଙ୍କୁ ଗିରଫ କରିବା ସହ ୧୦ କେଜି ଗଞ୍ଜେଇ ଜବତ କରିଥିଲା।
ଆଜି ତାଙ୍କୁ କୋର୍ଟ ଚାଲାଣ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
Credible Local News of Odisha