କିଛି ଦିନ ତଳେ ସୁବଳୟା ଧୋବାପଡା ସାନଦାଣ୍ଡ ରାସ୍ତା କଡ଼ରେ ଥିବା ନଳକୂପ ଉପରେ ଓଡିଶା ଲୋକାଲରେ ଖବର ପ୍ରସାରଣ ପରେ, ଦୀର୍ଘ ଏକ ବର୍ଷ ହେଲା ଅଚଳ ହୋଇ ପଡି ରହିଥିବା ନଳକୂପରେ ଚାନ୍ଦନୀ ଏବଂ ଡ୍ରେନ ସହ ସଜଡ଼ା ଯାଇଛି ନଳକୂପ, ତେଣୁ ଓଡିଶା ଲୋକାଲକୁ ସାଧୁବାଦ ଜଣେଇଛନ୍ତି ସାହି ଲୋକେ l
Credible Local News of Odisha