ମୟୂରଭଞ୍ଜ ଜିଲ୍ଲା ଉଦଳା ବନ ବିଭାଗ ଦ୍ଵାରା ଭୂରୁଡୁବଣି ଛକ ନିକଟ ରୁ ଏକ ଅଟୋ ରେ ଆସୁଥିବା ଶାଳ ବନ୍ଧ କାଠ ଜବତ ହୋଇଛି।
ତେବେ ଘଟଣା ସ୍ଥଳ ରୁ ଅଟୋ ଚାଳକ ଫେରାର ହୋଇଥିବା ସୂଚନା ମିଳିଛି! ଏହି ଚଢ଼ାଉ ରେ ଫରେଷ୍ଟ ଗାର୍ଡ ଅଞ୍ଜନ ଲେଙ୍କା, ଅନନ୍ତ ଚୌଧୁରୀ ଓ ଅଜୟ ସାହୁ ପ୍ରମୁଖ ସାମିଲ ଥିଲେ!
Credible Local News of Odisha