କଟକର ବିଜୁ ପଟ୍ଟନାୟକ ପାର୍କରୁ ଚାରବାଟିଆ, ବାରବାଟୀ ଷ୍ଟାଡିଅମରୁ ସାଲେପୁର, ଭୁବନେଶ୍ୱର ରେଳ ଷ୍ଟେସନରୁ ଏସସିବି ମେଡିକାଲ ଏବଂ ଧବଳେଶ୍ୱରରୁ କନ୍ଦରପୁର ଆଦି ଚାରୋଟି ରୁଟରେ ଆସନ୍ତା 8 ତାରିଖରୁ ମୋ ବସ ସେବା ଆରମ୍ଭ ହେବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି l
ଏଥିପାଇଁ କ୍ରୁଟ 39 ଟି ଅଧିକ ବସର ବ୍ୟବସ୍ଥା କରିଛି l