କଟକରେ ରାତ୍ରି ତାପମାତ୍ରା ୧୬.୪ ଡିଗ୍ରୀ ରେକର୍ଡ November 15, 2022 by Rameswar mahakur କଟକରେ ରାତ୍ରି ତାପମାତ୍ରା ୧୬.୪ ଡିଗ୍ରୀ ରେକର୍ଡ ହୋଇଛି। ଏ ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।