ଓମଫେଡ କ୍ଷୀର ଦର ଲିଟର ପିଛା ଦୁଇ ଟଙ୍କା ବଢିବ

ଆସନ୍ତା 21 ତାରିଖରୁ ରାଜ୍ୟରେ ଓମଫେଡ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି l

ଏବେ ଓମଫେଡ କ୍ଷୀର 500 ମିଲିକୁ 23 ଟଙ୍କାରେ ବିକ୍ରି ହେଉଛି ଏବଂ ଏହା 24 ଟଙ୍କାକୁ ବୃଦ୍ଧି ପାଇବ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version