ଢେଙ୍କାନାଳ ଏସପି ଅଫିସ ପରିସରରେ ଆଜି ଜଣେ କନଷ୍ଟେବଳଙ୍କ ପତ୍ନୀ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ତାଙ୍କୁ ଅନ୍ୟ କର୍ମଚାରୀ ମାନେ ଅଟକାଇଛନ୍ତି l
କନଷ୍ଟେବଳ ଜଣଙ୍କ ଅନ୍ୟ ଜଣେ ମହିଳାଙ୍କୁ ଦ୍ଵିତୀୟ ପତ୍ନୀ ଭାବେ ରଖି ତାଙ୍କୁ ହଇରାଣ କରୁଥିବା ମହିଳା ଅଭିଯୋଗ କରିଛନ୍ତି l ଏ ସମ୍ପର୍କରେ ସେ ବାଲିମି ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି l