ଏଥର ବଜେଟ୍‌ରେ ସ୍ୱାସ୍ଥ୍ୟ ବିଭାଗ ଲାଗି ୧୬,୦୪୮ କୋଟି

ପାଇପ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି, କୃଷି ବିଭାଗ ଲାଗି ୨୪, ୮୨୯ କୋଟି, ରାସ୍ତା-ବ୍ରିଜ୍-ରେଳ-ଏୟାରପୋର୍ଟ ବିକାଶ ପାଇଁ ୧୯, ୪୫୨ କୋଟି ଓ ସହରାଞ୍ଚଳ ବିକାଶ ପାଇଁ ୭,୯୧୯ କୋଟିର ବ୍ୟୟ ବରାଦ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version