ଅନୁଭବଙ୍କୁ ଜେରା ପିଟିସନ ପ୍ରତ୍ୟାହାର କଲେ ବର୍ଷା

କଟକ ପରିବାର ଅଦାଲତରେ ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ପୁଣି ଥରେ ଜେରା କରିବାକୁ ଦାଖଲ କରିଥିବା ପିଟିସନକୁ ଆଜି ପତ୍ନୀ ବର୍ଷା ପ୍ରିୟଦର୍ଶନୀ ହାଇକୋର୍ଟରୁ ପ୍ରତ୍ୟାହାର କରି ନେଇଛନ୍ତି l ଫଳରେ ଏହି ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version