ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣାକୁ ବିରୋଧ କରି ଏବଂ ସାର୍ଟିଫିକେଟ ଜାଲିଆତି ଦ୍ୱାରା ଆଡ଼ମିସନ କରିବା ପ୍ରସଙ୍ଗରେ ଆଜି ଛାତ୍ର କଂଗ୍ରେସ କର୍ମୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଘେରାଉ କରିଛନ୍ତି l
ମନ୍ତ୍ରୀ ଘରେ ନ ଥିବା ବେଳେ କର୍ମୀମାନେ ଘର ଉପରକୁ ଟମାଟୋ ମାଡ଼ କରିଥିବା ଦେଖିବାକୁ ମିଳିଛି l