ଆସନ୍ତା ଏପ୍ରିଲ 29 ତାରିଖ ମଧ୍ୟରେ ସ୍କୁଲ ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରମୋସନ ଶେଷ ହେବ ଏବଂ ଏପ୍ରିଲ 20 ରୋ 30 ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନୂଆ ଆଡ଼ମିସନ ଓ ରିଆଡ଼ମିସନ ଶେଷ ହେବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି l