ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଶ୍ରୀ କେଦାରନାଥ ମନ୍ଦିରରେ ଆଜି ଶିବ ବିବାହ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଥିଲା।
ବର ପିତା ମାତା ପ୍ରସ୍ନନ କୁମାର ପାଢ଼ୀ ଏବଂ ପତ୍ନୀ ସାବିତ୍ରୀ, କନ୍ୟା ପିତାମାତା ଡଃ ମିହିର ତ୍ରିପାଠୀ ଏବଂ ପତ୍ନୀ ସନ୍ଧ୍ୟା ,ଶରତ ଶତପଥି ଏବଂ ପତ୍ନୀ ବନିତା ଓ ପୁରୋହିତ ଭାବେ ପ୍ରମୋଦ ଦାସ ପୁଜାର୍ଚ୍ଚନାର ଦାୟିତ୍ବ ତୁଲାଇଥିଲେ ।