କଟକ ମଙ୍ଗୁଳି ଟୋଲ ଗେଟରୁ ୮୧ କେଜି ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ।
ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏକ ଦାମୀ କାର ଏବଂ ୨୫ ହଜାର ଟଙ୍କା ଜବତ ହୋଇଛି। ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀକୁ ଚାଲାଣ ହେଉଥିଲା।
Credible Local News of Odisha