ବେଆଇନ ଲିଙ୍ଗ ନିରୂପଣ ପାଇଁ 4 ନର୍ସିଙ୍ଗ ହୋମରୁ 12 ଗିରଫ

ବେଆଇନ ଭାବେ ଲିଂଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗ ମିଳିବା ପରେ ଆଜି ପ୍ରଶାସନ ପକ୍ଷରୁ ବ୍ରହ୍ମପୁରର ଚାରୋଟି ନର୍ସିଙ୍ଗ ହୋମରେ ଚଢ଼ାଉ କରାଯାଇଥିଲା l

ଚଢ଼ାଉ ବେଳେ ଜଣେ ଆଶା କର୍ମୀଙ୍କ ସହ 12 ଜଣଙ୍କୁ ଗିରଫ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version