ନାମାଯଜ୍ଞା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଟିତ

ସିଂହିଯୁବା ଠାରେ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଆଜି ସନ୍ଧ୍ୟାରେ ଏକ କଳସ ଶୋଭାଯାତ୍ରା ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ଠାରୁ ଶତାଧିକ ମହିଳା ନିକଟସ୍ଥ ପୋଖରୀରୁ ପାଣି ସଂଗ୍ରହ କରି ଗ୍ରାମ ପରିଭ୍ରମଣ ପରେ ନାମମଣ୍ଡପରେ ପହଂଚି କଳସ ସ୍ଥାପନ କରିଥିଲେ l

ଏଥିରେ ପୂଜକ ଭାବରେ ଆଦିତ୍ୟ ପାଢ଼ୀ,ଶିବାନରୟଣ ନାୟକ,କର୍ତା ଭାବରେ କୃଷ୍ଣଚନ୍ଦ୍ର ଖରସେଲ,ମମତା ଖରସେଲ ଓ ଜଗନ୍ନାଥ ଭୁଏ,ପଦ୍ମାବତୀ ଭୁଏ ଦାୟିତ୍ଵ ନିର୍ବାହ କରୁଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version