ଛାତ୍ରୀଙ୍କୁ ଅସଦାଚରଣ ମାମଲା, ଜେଲ ଗଲେ ପ୍ରଫେସର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାମଲାରେ ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି ।

ସୂଚନା ଯେ ଚଳିତ ବର୍ଷ ମେ ମାସ ୨୧ତାରିଖ ଦିନ କିଛି ବହି ଦେବା ସହ ପାଠ ଆଲୋଚନା ପାଇଁ ସନ୍ଧ୍ୟା ୪:୩୦ସମୟରେ ପ୍ରଫେସର ରହୁଥିବା କ୍ୟୁଟରକୁ ଡାକିଥିଲେ ଘରକୁ ଯିବା ପରେ କିଛି ସମୟ ପରେ ସମ୍ବେଦନଶୀଳ ଅଙ୍ଗଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କିନ୍ତୁ କାଳେ କୌଶଳ କ୍ରମେ ସେଠାରୁ ପଳାଇ ଆସିଥିଲେ ବୋଲି ଆଜି ଥାନାରେ ଅଭିଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version