ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା: ଖଗେଶ୍ୱରଙ୍କୁ ମିଳିଲା ଜାମିନ

ମଧ୍ୟସ୍ଥି ଖଗେଶ୍ୱର ପାତ୍ରଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି।

ଇଡି ମାମଲାରେ ଖଗେଶ୍ୱର ପାତ୍ରଙ୍କୁ ଜାମିନ ଦେଲେ ହାଇକୋର୍ଟ।

ଦୁଷ୍କର୍ମ ମାମଲାରେ ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ

ସୌରିନଙ୍କୁ ଗିରଫ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୁଲିସ ।

ଗିରଫ କରିବାକୁ ସ୍ୱତନ୍ତ୍ର ଟିମ୍‌ ହେବ କହିଲେ ଜୋନ୍‌-୨ ଏସିପି। ଗତ ୨୫ ତାରିଖରୁ ସୌରିନଙ୍କ ମୋବାଇଲ ସ୍ୱିଚ୍‌ ଅଫ ଅଛି।

ଧରାପଡ଼ିଲା ଚେନ୍‌ ସ୍ନାଚିଂ ରାକେଟ୍‌; ୪ ଗିରଫ

ଏହି ରାକେଟ୍‌ କୋରାପୁଟ, ଜୟପୁର ଓ ନବରଙ୍ଗପୁରରେ ସ୍ନାଚିଂ କରୁଥିଲା।

୩ ଟାଉନ ଥାନା ପୁଲିସର ମିଳିତ ଅପରେସନ୍‌ରେ ଏମାନେ ଧରାପଡ଼ିଲେ।୩ ଲୁଟେରାଙ୍କ ଠାରୁ ସୁନା କିଣିଥିବା ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି।

କଏଦୀଙ୍କ ଦେହରେ ଜିପିଏସ୍ ଲଗାଇବାକୁ ଜେଲ୍‌ ବିଭାଗର ପ୍ରସ୍ତାବ

ଜେଲ୍‌ରୁ କଏଦୀଙ୍କ ବୋଝ କମାଇବାକୁ ସାଧାରଣ ଅପରାଧରେ ସଂପୃକ୍ତ କଏଦୀ, ୭ ବର୍ଷରୁ କମ୍ ସଜା ହେବାକୁ ଥିବା କଏଦୀଙ୍କ ଆଣ୍ଠୁରେ ଟ୍ରାକର ଲଗାଇ ଘରକୁ ଛାଡ଼ିବାକୁ ପ୍ରସ୍ତାବ ଦିଆଯାଇଛି।

ଜିପିଏସ୍‌ ଲଗାଇ ଏଭଳି ଅପରାଧୀଙ୍କୁ ଘରକୁ ଛଡାଯିବ। ଏମାନଙ୍କ ଗତିବିଧି ବିଷୟରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ପାଖରେ ତଥ୍ୟ ରହିବ। ଜିପିଏସ୍‌ କାଢ଼ିବାକୁ ଚେଷ୍ଟା କଲେ ସ୍ଥାନୀୟ ଥାନାକୁ ଆଲର୍ଟ ଯିବ।

୪ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି।

ଏନେଇ ସୂଚନା ଦେଲା ଭୁବନଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାୟୁ ଚଳନରେ ପରିବର୍ତ୍ତନ ଯୋଗୁ ୩ରୁ ବର୍ଷାର ବିସ୍ତୃତି ବଢ଼ିବ।

ମଦଭାଟିକୁ ଭାଙ୍ଗିଲେ ଶତାଧିକ ପୁରୁଷ ଓ ମହିଳା

ବଲାଙ୍ଗିର ସହର ଉପକଣ୍ଠ ଖୁଜେନପାଲିରେ ଗାଁର ଶତାଧିକ ପୁରୁଷ ଓ ମହିଳା ମଦଭାଟିକୁ ଘେରି ଭାଙ୍ଗି ଦେଇଛନ୍ତି।

ଆଜି ନୂଆ କରି ଆରମ୍ଭ ହୋଇଥିବା ଦେଶୀ ମଦ ଭାଟି ଭାଙ୍ଗିବା ସହ ମଦ ପାଉଚ ଫିଙ୍ଗା ଫୋପଡ଼ା କରିଛନ୍ତି।

ଭୁବନେଶ୍ୱର ବିମାନ ବନ୍ଦରରୁ କଳାହାଣ୍ଡିର ଉତ୍କେଲାକୁ ଆରମ୍ଭ ହେଲା ବିମାନ ସେବା

ଆଜି ଦିନ ୧୦ଟା ୫ ମିନିଟରେ ଭୁବନେଶ୍ୱରରୁ ଉତକେଲା ଅଭିମୁଖେ ଉଡାଣ ଭରିଛି ଇଣ୍ଡିଆ ୱାନ ଏୟାରଲାଇନ୍ସର ୯ ସିଟ୍ ବିଶିଷ୍ଟ ବିମାନ।

ପ୍ରଥମ ଯାତ୍ରୀ ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉତକେଲା ଯାଇଛନ୍ତି।

Exit mobile version