24 ଘଣ୍ଟାରେ ଘଷିପୁରାରେ 62.1 ମିମି ବର୍ଷା

ଗତ 24 ଘଣ୍ଟାରେ କେନ୍ଦୁଝର ଜିଲ୍ଲାର ଘଷିପୁରାରେ 62.1 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଝୁମ୍ପୁରାରେ 41.2, ବାଂଶପାଳରେ 37.1 ମିମି ବର୍ଷା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version