ୱାର୍ଡ ୪ ଓ ୨୨ ବାସିନ୍ଦାଙ୍କ ସମସ୍ୟା ଶୁଣିଲେ ମେୟର

ୱାର୍ଡ ନଂ ୪ ଭାରତ ଭିଲ୍ଲା ଅଞ୍ଚଳର ବାସିନ୍ଦା ଏବଂ ୱାର୍ଡ ନଂ ୨୨ ସାଇ ନଗରର ବାସିନ୍ଦା ଆଜି ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି l

ଏହି ଅବସରରେ ଲୋକମାନେ ନିଜର କିଛି ସାଧାରଣ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ l ଶେଷରେ ଏହାର ଯଥାସମ୍ଭବ ସମାଧାନ କରାଯିବ ବୋଲି ମେୟର ପ୍ରତିଶୃତି ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version