୧୬୦ଟି ମୋବାଇଲ ଫୋନ ଜବତ କରିଛି କଟକ କମିଶନରେଟ ପୁଲିସ

କଟକ ସହରର ବିଭିନ୍ନ ଥାନା ରୁ ଜବତ କରାଯାଇଛି ଏହି ଫୋନ୍।

ଛିନ୍‌ତାଇ, ଚୋରୀ ଓ ହଜିଥିବା ଫୋନ୍ ଜବତ ହୋଇଥିବା ବେଳେ
ସର୍ବାଧିକ ବିଡାନାସି ରୁ ୪୫ ଟି ଫୋନ୍ ଜବତ ହୋଇଛି। ଜବତ କରାଯାଇଥିବା ମୋବାଇଲକୁ ମେଳା କରି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି କଟକ କମିଶନରେଟ ପୁଲିସ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version