ହିତାଧିକାରୀଙ୍କୁ ଦିଆଯିବ ଫଳ ଓ ପନିପରିବା କିଟ

ପୁଷ୍ଟିହୀନତା ଦୂର କରିବାକୁ ପରିବାରରେ ଖାଦ୍ୟ ତାଲିକାରେ ପୁଷ୍ଟିଯୁକ୍ତ ସବୁଜ ପନିପରିବା ଓ ଫଳ ସାମିଲ କରାଯିବାର ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟର ଚିହ୍ନଟ ହିତାଧିକାରୀ ପରିବାରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ପୁଷ୍ଟିଯୁକ୍ତ ଫଳ ଓ ପନିପରିବା ଚାରା ଓ ବିହନ ପହଞ୍ଚାଇବା ଉପରେ କୃଷି ମନ୍ତ୍ରୀ ଆଜି ଏକ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version