ହାତ ବୋମା ଫୁଟି ଗୋରୁ ଗୁରୁତର ଆହତ, ଜଣେ ଗିରଫ

ବୋମା ଫୁଟି ପଣ୍ଡାପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମରେ ଏକ ଗୋରୁ ଗୁରୁତର ଆହତ ହୋଇଛି। ଘାସ ଖାଇବା ବେଳେ ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଟି ଫୁଟି ଯାଇଥିଲା। ଏହି ଘଟଣା ରେ ବନ ବିଭାଗ ଜଣେ ଶିକାରୀ କୁ ଗିରଫ କରିଛି। ସଠିକ୍ ଭାବେ ଜଙ୍ଗଲାଂଚଳ ରେ ବନ ବିଭାଗ କର୍ମଚାରୀ ମାନେ ଗ୍ରସ୍ତ କରି ଲୋକ ଙ୍କୁ ସଚେତନ କରାଯାଉନଥିବା ଏବଂ ଧର ପାହାଡ କରାଯାଉନଥିବା ରୁ ବହୁ ବନ୍ୟ ଜନ୍ତୁ ଏଭଳି ମୃତାହତ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version