ହାଟରୁ ନକଲି ନୋଟ୍ ସହ ଯୁବକ ଅଟକ

କଳାହାଣ୍ଡି ଜିଲ୍ଲା ସଦର ଥାନା ଦେପୁର ସାପ୍ତାହିକ ହାଟରୁ ଯୁବକ ଜଣକ ନକଲି ନୋଟ୍ ସହ ଧରାପଡ଼ିଛନ୍ତି ।

ତାଙ୍କ ଠାରୁ ୪ଟି ଶହେ ଟଙ୍କିଆ, ଗୋଟିଏ ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version