ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପଞ୍ଚୟତରେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଏକ କୃଷକ ତାଲିମ ଶିବିର ପାଞ୍ଚୟତ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସୁବଳୟା ସରପଞ୍ଚ ପ୍ରୋମଦ କୁମାର ମହାପାତ୍ର ଏବଂ ସୁବଳୟା ଗ୍ରାମସେବିକା ଭା୍ନୁପ୍ରିୟା ଭୋଇ ଓ ଅଂଚଳର ଅନେକ କୃଷକ ଯୋଗଦାନ କରିଥିବା ବେଳେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂହ ତୋମାର ଭିଡ଼ିଓ କନଫରେନସିଂ ଜରିଆରେ କୃଷକଙ୍କ ସହ କଥା ହୋଇଥିଲେ।