ସ୍ବପ୍ନେଶ୍ଵର ମହାଦେବଙ୍କ ଜଳ ଅଭିଷେକ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ସୁନାବେଶ ସ୍ଥିତ ବାବା ସପ୍ନେଶ୍ଵର ମହାଦେବଙ୍କ ଠାରେ ଆଜି ବୈଶାଖ ପୂର୍ଣ୍ଣିମା ଅବସରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଜଳ ଅଭିଷେକ କରିଥିବା ଜଣାଯାଇଛି।

ଏହି ଅବସରରେ ଆଖପାଖ ଅଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ସମାଗମ ହୋଇଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Leave a Comment Cancel reply

This site uses Akismet to reduce spam. Learn how your comment data is processed.

Exit mobile version