ସ୍ତ୍ରୀକୁ ଶ୍ବାସରୁଦ୍ଧ କରି ତଣ୍ଟି କାଟି ହତ୍ୟା କଲା ସ୍ବାମୀ

ଭଦ୍ରକ ଜିଲ୍ଲା ଆଗରପଡ଼ା ହଜାରିସାହିରେ ଶ୍ବଶୁର ଘରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା କରାଯାଇଛି।

ରାତିରେ ମୁହଁରେ ତକିଆ ରଖି ଶ୍ବାସରୁଦ୍ଧ କରିବା ପରେ ତଣ୍ଟି କାଟିଛି ସ୍ବାମୀ।ଦମ୍ପତି ଦିଲ୍ଲୀରେ ରୁହନ୍ତି, ଶ୍ବଶୁର ଘରକୁ ବୁଲିବାକୁ ଆସିଥିଲେ। ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଥିବା ସୂଚନା ମିଳିଛି। ପୁଲିସ ସ୍ବାମୀକୁ ଥାନାରେ ଅଟକ ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Leave a Comment Cancel reply

This site uses Akismet to reduce spam. Learn how your comment data is processed.

Exit mobile version