ରାଉରକେଲା ସେକ୍ଟର-୧୯ରେ ଥିବା ପୋଷ୍ଟ ଅଫିସରେ ରାତିରେ ତାଲା ଭାଙ୍ଗି ଯାହା ଟଙ୍କା ଥିଲା ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ପୋଷ୍ଟ ଅଫିସ୍ ଲୁଟ ହୋଇଛି।
କେତେ ପରିମାଣର ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ ହୋଇପାରି ନାହିଁ।
Credible Local News of Odisha