ସୁବଳୟାରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜି ସୁବଳୟା ଜଗନ୍ନାଥ ମନ୍ଦିରରେ ଆସନ୍ତା ୧ ତାରିଖରେ ହେବାକୁ ଯାଉଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷ ଯାତ୍ରା ଏବଂ ଆସନ୍ତା ୧୦ ତାରିଖ ପବିତ୍ର ଏକାଦୂଷି ତିଥିରେ ଅନୁଷ୍ଠିତ ହେବାକୁ ଯାଉଥିବା ସୁନାବେଶ ପାଇଁ ସଭାପତି ନନ୍ଦୀ କିଶୋର ମିଶ୍ରଙ୍କ ସଭାପତିତ୍ୱରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ବୈଠକରେ ସୁବଳୟା ସରପଞ୍ଚ ପ୍ରୋମଦ କୁମାର ମହାପାତ୍ରଙ୍କ ସମେତ ଗ୍ରାମର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version