ସୁବଳୟାରେ ଦିବ୍ୟ ପାଦୁକା ରଥକୁ ଭବ୍ୟ ସ୍ବାଗତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ସାଇବାବାଙ୍କ ଦିବ୍ୟ ପାଦୁକା ରଥକୁ ଭବ୍ୟ ସ୍ବାଗତ କରାଯାଇଛି । ଏହି ଅବସରରେ ଭଜନ କୀର୍ତ୍ତନ ପରିବେଷଣ ପୂର୍ବକ ନଗର ପରିକ୍ରମା କରାଯାଇ ସାଇ ପାଦୁକାକୁ ପୂର୍ଣ୍ଣ କୁମ୍ଭ ବସେଇ ପୂଜାର୍ଚ୍ଚନା କରାଯାଇଥିଲା । ଆନ୍ଧ୍ର ପ୍ରଦେଶର ପ୍ରଶାନ୍ତିରୁ ଏହି ପାଦୁକା ରଥ ବାହାରି ଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version