ସୁନ୍ଦରଗଡ଼ରେ ଆନିକଟ ସେତୁ ପ୍ରସ୍ତାବକୁ ମଞ୍ଜୁରୀ

ସୁନ୍ଦରଗଡ଼ ଜିଲ୍ଲାର କୋପସିଙ୍ଗା ଗାଁ ନିକଟରେ ଏକ ଆନିକଟ ସେତୁ ପାଇଁ 152 କୋଟି ଟଙ୍କାର ଟେଣ୍ଡରକୁ ବୁଧବାର ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି l

ଏହା ଦ୍ୱାରା ଟାଙ୍ଗରାପଲ୍ଲୀ ଓ ସଦର ବ୍ଲକର 14 ଟି ଗ୍ରାମର ଲୋକ ଲାଭବାନ ହେବେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version