ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ସିଂହିଜୁବା ପେକସରେ ଆଜିଠାରୁ ଧାନ କିଣା ଆରମ୍ଭ ହୋଇଛି ।
ବ୍ଳକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ ନଡ଼ିଆ ଭାଙ୍ଗି ଉଦ୍ଘାଟନ କରିଥିଲେ । ଏହି ପେକସରେ ଚଳିତ ରବି ରିତୁରେ ମୋଟ ୧,୪୨୩ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଛନ୍ତି ।
Credible Local News of Odisha