ସାହାଯ୍ୟ ଆଳରେ ୯ଲକ୍ଷ ଟଙ୍କା ଲୁଟି ନେଲା ପୁତୁରା, ଥାନାରେ ଏତଲା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସ୍ଥିତ ଶ୍ରୀନାଥପୁର ଗ୍ରାମ ମନୋରମା ମିଶ୍ର(୫୦) ଅବିବାହିତ ହୋଇଥିବା ବେଳେ ସେ ଜନ୍ମରୁ ଦିବ୍ୟାଙ୍ଗ ।

ବାପା ସରକାରୀ ଚାକିରୀ ଥିବା ବେଳେ ମୃତ୍ୟୁ ପରେ ମିଳିଥିବା ଅର୍ଥରାଶି ମନୋରମାକୁ ପ୍ରଦାନ କରାଯିବ ବୋଲି ଦୁଇ ଭଉଣୀ ଆପତ୍ତି ନଥିବା କାଗଜପତ୍ ରେ ଲେଖା ପଢା ହୋଇଥିଲା । ଏବେ କର୍କଟ ରୋଗରେ ପୀଡିତ ମନୋରମା ଚିକିତ୍ସ ପାଇଁ ତାଙ୍କ ନାମରେ ଥିବା ବ୍ୟାଙ୍କରେ ୯ଲକ୍ଷ ଟଙ୍କା ସାନ ଭଉଣୀର ପୁଅ ଅରବିନ୍ଦ ସାହଯ୍ୟ ଆଳରେ କାଗଜପତ୍ରରେ ଦସ୍ତଖତ କରିବା ନାଁରେ ଟଙ୍କା ଉଠେଇ ଥିବା ମନୋରମା ଅଭିଯୋଗ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version