ଗତ କାଲି ସାମାନ୍ୟ ବର୍ଷା ରେ ନଅ ନମ୍ୱର୍ ୱାର୍ଡ ଜଗନ୍ନାଥପୁର ସାହି ରାସ୍ତା ରେ ପାଣି ଜମା ହୋଇ ଉବୁଟୁବୁ ହେଉଛି। ଫଳରେ ଲୋକ ମାନେ ବିଶେଷ କରି ଚାଲି ଚାଲି ଯାତାୟତ କରି ପାରୁନାହାନ୍ତି।
ରାସ୍ତା ନିର୍ମାଣ କାମ ଚାଲିଥିଲେ ହେଁ ଜବରଦଖଲ ସମସ୍ୟା ଯୋଗୁଁ ନିର୍ମାଣ କମ ହୋଇ ପାରୁନାହିଁ। ଏଣୁ ତୁରନ୍ତ ଏ ନେଇ ପଦକ୍ଷେପ ଗ୍ରହଣ କରି ସମସ୍ୟା ଦୂର କରିବାକୁ ସାହିବ୍ବାସୀ ପୌର ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି।