ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳନ ନେଇ ବୈଠକ

ଆସନ୍ତା ବୈଶାଖ ପୂର୍ଣ୍ଣିମା ଦିନ ସନ୍ଥକବି ଭୀମଭୋଇଙ୍କ ଜନ୍ମ ଜୟନ୍ତୀ ପାଳନ ନେଇ ଆଜି ସକାଳ ୯ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ପୋର୍ଟସ କ୍ଲବ ଠାରେ ସଦସ୍ୟ ରାମ ଗୋପାଳ ବାଘଙ୍କ ପରିଚାଳନା ଓ ଦୁର୍ଗା କଳତାଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ତାଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଜୟନ୍ତୀ ଧୁମଧାମରେ ପାଳନ ନେଇ ଆଲୋଚନା ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version