ଷ୍ଟାଫ ସିଲେକ୍ସନ ଅଡିଟର-17 ପରୀକ୍ଷାର ଫଳ ପ୍ରକାଶ

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପରିଚାଳିତ ଅଡିଟର -2017 ପରୀକ୍ଷାର ଫଳ ପ୍ରକାଶ ପାଇଥିବା କମିଶନର ଚେୟାରମ୍ୟାନ ଅଭୟ ଟ୍ୱିଟ କରି ଜଣାଇଛନ୍ତି l
82 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ଏବଂ ଫଳ ossc.gov. in ୱେବସାଇଟରୁ ମିଳିପାରିବ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version