ଶ୍ରୀରାମ ମହାବିଦ୍ୟାଳୟ ଆଲୁମନି ଆସୋସିଏସନର ବୈଠକ

ଆଜି ଡୁଙ୍ଗୁରିପାଲି ବ୍ଲକର ରାମପୁର ସ୍ଥିତ ଶ୍ରୀରାମ ମହାବିଦ୍ୟାଳୟରେ ଆଲୁମନି ଆସୋସିଏସନର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଶ୍ରୀରାମ ମହାବିଦ୍ୟାଳୟର ସମସ୍ତ ପୂର୍ବତନ ଛାତ୍ରମାନଙ୍କୁ ଆଲୁମନି ଆସୋସିଏସନରେ ସାମିଲ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version