ଶ୍ରୀମନ୍ଦିର ସୁରକ୍ଷା ସମିତି ତାଳଚେର ତରଫରୁ ଗଣଧାରଣା

ଶ୍ରୀ ଜଗନ୍ନାଥ ହେରିଟେଜ୍‌ କରିଡର ପ୍ରକଳ୍ପର ବିକାଶ ନାଁରେ ବିନାଶ ବନ୍ଦ ହେଉ ଓ ଆଇନ ପରିସର ବାହାରେ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରିଛି ଶ୍ରୀମନ୍ଦିର ସୁରକ୍ଷା ସମିତି ତାଳଚେର l

ଏହି କାର୍ଯ୍ୟକଳାପ ମନ୍ଦିର ଏବଂ ଏହାର କାନ୍ଥର ଗଠନମୂଳକ ସ୍ଥିରତା ପ୍ରତି ବିପଦ ପ୍ରତିବାଦରେ ଶ୍ରୀମନ୍ଦିର ସୁରକ୍ଷା ସମିତି ତାଳଚେର ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ବିଶାଳ ଗଣଧାରଣା ଆବାହକ ଶ୍ରୀକାନ୍ତ ବିଶ୍ବାଳଙ୍କ ଆହ୍ବାନରେ ଅନୁଷ୍ଠିତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version