ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିବାଦ ବିଷୟରେ ମୁଁ ଜାଣିଛି, ଶୁଣିଛି, ବିଜୁ ବାବୁ ମୋର ଘନିଷ୍ଠ ମିତ୍ର ଥିଲେ, ନବୀନଙ୍କ ସହ ମୋର ଭଲ ସଂପର୍କ, ଏ ବିଷୟରେ ନବୀନଙ୍କ ସହ କଥା ହେବି ଏବଂ ତାଙ୍କୁ ପଚାରିବି ବୋଲି କହିଛନ୍ତି ସୁବ୍ରମଣ୍ୟମ୍ ସ୍ୱାମୀ।
ସେ ଆହୁରି ମଧ୍ୟ କହିଛନ୍ତି, ମନ୍ଦିର ଆମର ବିଚାର କେନ୍ଦ୍ର ଥିଲା, ରାଜା ବି ମନ୍ଦିରରେ ବସୁଥିଲେ। ମନ୍ଦିର ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।