ଲାଗୁ ହେଲା ଓମଫେଡର ନୂଆ କ୍ଷୀର ଦର

ଆଜିଠୁ ଓମଫେଡ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି ପାଇଥିବା ବେଳେ ୫ଶହ ମିଲିଲିଟର କ୍ଷୀରର ଦାମ ୨୩ଟଙ୍କାରୁ ବଢି ୨୪ଟଙ୍କା କରାଯାଇଛି ।

ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଦାମ ବଢ଼ାଯାଇଥିବା ସଂସ୍ଥାପକ୍ଷରୁ କୁହାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version