ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିିବାଙ୍କ ସ୍ଥିତ ଏକ ରାଇସ ମିଲ୍ରେ ଏହି ଅଘଟଣ ଘଟିଛି।
ରାତିରେ କାମ ଚାଲିଥିବା ବେଳେ ୨ ଶ୍ରମିକଙ୍କ ଉପରେ ବିମ୍ ପଡିଥିଲା।ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଛନ୍ତି।
Credible Local News of Odisha