ଯୋଡ଼ା ବୃଦ୍ଧା ଶ୍ରମ ଗ୍ରସ୍ତ କରି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଯୋଡ଼ା ଖଣି ଅଞ୍ଚଳରେ ଥିବା ଯୋଡ଼ା ବୃଦ୍ଧାଶ୍ରମ ଗ୍ରସ୍ତ କରି ଜିଲ୍ଲାପାଳ ଆଶିଷ ଠାକରେ ସେମାନଙ୍କ ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ସୁବିଧା ବୁଲି ଦେଖିବା ସହ ଆଲୋଚନା କରିଥିଲେ।

ଡି ଏମ ଏଫ୍ ଅନୁଦାନରେ ୫୦ ବେଡ ବିଶିଷ୍ଟ ଏହି ବୃଦ୍ଧା ଶ୍ରମକୁ ମୁଖ୍ୟମନ୍ତ୍ରୀ ୨୦୨୧ ମସିହା ନଭେମ୍ବର ୧୮ ତାରିଖରେ ଲୋକାର୍ପଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version