କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ଗ୍ରାମର ଯୁବକବି ଦୁର୍ଯୋଧନ ଚଣ୍ଡୀ କଟକ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଭୀମଭୋଇ ପରିଷଦ ପକ୍ଷରୁ ସମ୍ମାନିତ ହେବା ପରେ ଆଜି ତାଙ୍କ ନିଜ ଗ୍ରାମରେ ଗ୍ରାମବାସୀଙ୍କ ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।
Credible Local News of Odisha