ଭଦ୍ରକ ଜିଲ୍ଲା ଧାମନଗର ଥାନା ମୌଲାନାସାହିରେ ଏହି ଘଟଣା ଘଟିଛି।
ଘର ଭିତରେ ସ୍ତ୍ରୀର କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ପଡ଼ିଥିବା ବେଳେ ଘରଠାରୁ କିଛି ଦୂରରେ ସ୍ବାମୀର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ଘର ଭିତରୁ ଏକ ରକ୍ତଲଗା କଟୁରି ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଛି।
Credible Local News of Odisha