ମିଶନ ଶକ୍ତି ସାମଗ୍ରୀ କିଣିଲେ ଇମତିଆଜ ଅଲ୍ଲୀ

ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ପ୍ରଥମ ମହିଳା ବଣିଜ ମେଳାକୁ ଅତିଥି ହୋଇ ଆସିଥିଲେ ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ l

ଏହି ଅବସରରେ ସେ ମେଳା ବୁଲିବା ସହିତ ମିଶନ ଶକ୍ତି ଷ୍ଟଲରୁ ବିଭିନ୍ନ ମସଲା ଏବଂ କିଛି କଳା ସାମଗ୍ରୀ କିଣିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version